thumbnail

By

Published : Oct 23, 2022, 11:12 PM IST

Updated : Feb 3, 2023, 8:29 PM IST

ETV Bharat / Videos

ବାଲୁକା କଳାରେ ଦୀପାବଳିର ଶୁଭେଚ୍ଛା, ୪ ହଜାର ଦୀପରେ ଶୋଭା ପାଉଛନ୍ତି ମା କାଳୀ

ପୁରୀ:ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏହାକୁ ନେଇ ଉତ୍ସବମୁଖର ପୁରଠୁ ପଲ୍ଲୀ । ଏହି ଅବସରରେ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସୁଦର୍ଶନ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି । ଏହି ବାଲୁକା କଳାରେ 4ହଜାର 45 ଟି ଦୀପ ବ୍ୟବହାର ହୋଇଛି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.