ନିଜ ଅଙ୍ଗରକ୍ଷୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି, ଦେଖନ୍ତୁ ଭିଡିଓ - ଆଓ୍ବାର୍ଡ ପାଇବେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ
🎬 Watch Now: Feature Video
ନୂଆଦିଲ୍ଲୀ: ନିଜ ଅଙ୍ଗରକ୍ଷୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନରେ ଦେଶର ପ୍ରଥମ ନାଗରିକଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଅଙ୍ଗରକ୍ଷୀଙ୍କୁ ସିଲଭର ଟ୍ରମ୍ପେଟ ଓ ଟ୍ରମ୍ପେଟ ବ୍ୟାନରରେ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President to present Silver Trumpet) । ଚଳିତ ମାସ ୨୮ ତାରିଖରେ ଏହି ଆଓ୍ବାର୍ଡ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:30 PM IST