ଓଡିଶାରେ ଶକ୍ତିମୋହନ: କୁନି କୁନି ଡ୍ୟାନ୍ସରଙ୍କୁ ନେବେ ମୁମ୍ବାଇ, ବଲିଉଡରେ ଦେବେ ଚାନ୍ସ - ଓଡିଶାରେ ଶକ୍ତିମୋହନ

🎬 Watch Now: Feature Video

thumbnail

By

Published : Nov 14, 2022, 7:29 PM IST

Updated : Feb 3, 2023, 8:32 PM IST

ଭୁବନେଶ୍ବର: ଓଡିଶା ଆସିଛନ୍ତି ବଲିଉଡ ଡ୍ୟାନ୍ସର କୋରିଓଗ୍ରାଫର ଶକ୍ତିମୋହନ । ସେ ଯେପରି ଡ୍ୟାନ୍ସ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ସେହିପରି ଓଡିଶାର କୁନି ଡ୍ୟାନ୍ସର ମାନେ ମଧ୍ୟ ସଫଳତା ପାଇପାରିବେ । ଏନେଇ ସେ ଓଡ଼ିଶାରୁ ବଛା ବଛା କୁନି କୁନି ଡ୍ୟାନ୍ସରଙ୍କୁ ନାଚ ଶିଖାଇବେ । ଏଥିସହ ସେମାନଙ୍କୁ ସ୍କଲାରସିପ୍ ମଧ୍ୟ ଦେବେ । ମୁମ୍ବାଇ ନେଇ ବଲିଉଡରେ ଦେବେ ଚାନ୍ସ । ତେବେ ଶକ୍ତିଙ୍କ ଓଡିଶା ଗସ୍ତ ସମୟରେ ତାଙ୍କ ସହ ଅଧିକ ଆଲୋଚନ କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.