ଭୁବନେଶ୍ୱରରେ ବର୍ଷା ସିଂ ବରିହା, ଶାଶୁ ଶ୍ୱଶୁରଙ୍କ ନେଲେ ଆଶୀର୍ବାଦ - ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ବର୍ଷା

🎬 Watch Now: Feature Video

thumbnail

By

Published : Dec 9, 2022, 9:52 PM IST

Updated : Feb 3, 2023, 8:35 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ଆଜି ଭୁବନେଶ୍ବର ଆସିଛନ୍ତି ବିଜୟୀ ବିଧାୟିକା ବର୍ଷା ସିଂ ବରିହା । ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଥମେ ନିଜ ଘର(ଶ୍ବଶୁର) ରମା ରଞ୍ଜନ ବଳିୟାର ସିଂ ଙ୍କ ଘରକୁ ଯାଇଥିଲେ । ସେଠାରେ ଶାଶୁ ଶ୍ବଶୁରଙ୍କ ଆର୍ଶିବାଦ ନେଇଥିଲେ । ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବର୍ଷାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ଭବାନୀ ଶଙ୍କର ଦାସ । ଦେଖନ୍ତୁ କଣ କହୁଛନ୍ତି ବର୍ଷା ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.