thumbnail

ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିପାଇଁ ମଣ୍ଡପରୁ ମାଟି ସଂଗ୍ରହ

By

Published : Aug 29, 2022, 6:27 PM IST

Updated : Feb 3, 2023, 8:27 PM IST

ଭଦ୍ରକ ଜିଲ୍ଲାର ବହୁ ପୁରାତନ ଗାନ୍ଧୀ ପଡିଆ ଦୁର୍ଗା ପୂଜା କମିଟି ଚଳିତ ଥର 75 ତମ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛି । ସେଥିପାଇଁ ଏହି ମଣ୍ଡପରେ ଦୁର୍ଗା ମୂର୍ତ୍ତି ନିର୍ମାଣ ପାଇଁ ବିଭିନ୍ନ ଦୁର୍ଗା ମଣ୍ଡପରୁ ମୁଠାଏ ମାଟି ଉଠାଣ କାର୍ଯ୍ୟକ୍ରମ କରାଯାଇଛି । ଏଥିପାଇଁ ପୂଜା କମିଟି ପକ୍ଷରୁ ଏକ ମୁଠାଏ ମାଟି ଶୋଭାଯାତ୍ରା କରାଯାଇ ବିଭିନ୍ନ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପରୁ ମାଟି ସଂଗ୍ରହ । ଇଟିଭି ଭାରତ, ଭଦ୍ରକ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.