Last Sunset 2022: ପୁରୀ ବେଳାଭୂମିରେ ବର୍ଷର ଶେଷ ସୂର୍ଯ୍ୟାସ୍ତ, ଉପଭୋଗ କଲେ ପର୍ଯ୍ୟଟକ - ୨୦୨୨ ବର୍ଷର ଶେଷ ସୂର୍ଯ୍ୟାସ୍ତ

🎬 Watch Now: Feature Video

thumbnail

By

Published : Dec 31, 2022, 8:42 PM IST

Updated : Feb 3, 2023, 8:37 PM IST

ପୁରୀ: ୨୦୨୨ ବିଦାୟ ନେଉଛି । ବର୍ଷ ୨୦୨୨ର ଶେଷ ଦିନକୁ ବିଦାୟ ଦେବା ଲାଗି ପୁରୀ ବେଳାଭୂମିରେ ଭିଡ଼ ଦେଖିବାକୁ ମିଳିଥିଲା । ଲକ୍ଷ ଲକ୍ଷ ଲୋକ ବେଳାଭୂମି ଆକାଶରୁ ରକ୍ତିମ ଆକାଶର ମନଲୋଭା ଦୃଶ୍ୟର ସାକ୍ଷୀ ସାଜିଥିଲେ (Last Sunset of 2022) । ପୁରୀ ବେଳାଭୂମିରେ ୨୦୨୨ର ଶେଷ ଦିନର ମନୋରମ ସୂର୍ଯ୍ୟାସ୍ତର ଦୃଶ୍ୟକୁ ହଜାର ହଜାର ପର୍ଯ୍ୟଟକ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.