thumbnail

By

Published : Oct 3, 2022, 11:16 AM IST

Updated : Feb 3, 2023, 8:28 PM IST

ETV Bharat / Videos

ମହାକାଳୀ ବେଶରେ ଦର୍ଶନ ଦେଲେ ମାଆ ଗଡ଼ଚଣ୍ଡୀ

କଟକ: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ କଟକର ଶକ୍ତିପୀଠ । ତେବେ ଆଜି ହେଉଛି ପୀଠରେ ନବମୀ ପୂଜା । ଷୋଡଶ ଦିନାତ୍ମକ ପୂଜା ଉପଲକ୍ଷେ ଭକ୍ତମାନଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି ମା' ଗଡଚଣ୍ଡୀ । ଏହି ବେଶକୁ ଦେଖିବାକୁ ଭକ୍ତଙ୍କ ସୁଅ ଛୁଟିବା ସହ ହରିବୋଲ ହୁଳହୁଳିରେ କମ୍ପି ଉଠିଥିଲା ସମଗ୍ର ପୀଠ । ନବରାତ୍ର ପୂଜା ଚାଲିଥିବାରୁ ମାଆଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ ଜମିଛି ।
Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.