thumbnail

ସିଡନୀରେ ପହଁଞ୍ଚିଲା ଟିମ ଇଣ୍ଡିଆ

By

Published : Oct 25, 2022, 3:54 PM IST

Updated : Feb 3, 2023, 8:30 PM IST

ସିଡନୀ: ଅଷ୍ଟ୍ରେଲିଆରେ ଚାଲିଛି ଫଟାଫଟ କ୍ରିକେଟ ମହାସମର । ଆସନ୍ତା ୨୭ ତାରିଖରେ ଟିମ ଇଣ୍ଡିଆ ନେଦରଲାଣ୍ଡସକୁ ଭେଟିବ । ଏନେଇ ମେନ ଇନ ବ୍ଲୁ ସିଡନୀରେ ଆଜି ( ମଙ୍ଗଳବାର ) ପହଁଞ୍ଚିଛି । ଟି-୨୦ ବିଶ୍ବକପରେ ପ୍ରଥମ ମ୍ୟାଚରେ ଭାରତ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୪ ୱିକେଟରେ ହରାଇ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଛି । ତେବେ ଭାରତ ଦ୍ବିତୀୟ ମ୍ୟାଚ ସିଡନୀରେ ନେଦରଲାଣ୍ଡସ ବିପକ୍ଷରେ ଖେଳିବ । ଏନେଇ ଭାରତୀୟ ଦଳ ସିଡନୀ ଗସ୍ତ କରିଛି । ଭାରତୀୟ ସମୟ ୧୨.୩୦ PM ରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ ।
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.