ହିମାଚଳ ପ୍ରଦେଶରେ ନିଆରା ପରମ୍ପରା, ମାଆ କାଳୀଙ୍କ ସନ୍ତୁଷ୍ଟି ପାଇଁ ପଥରମାଡ଼ ପର୍ବ

By

Published : Oct 25, 2022, 10:32 PM IST

Updated : Feb 3, 2023, 8:30 PM IST

thumbnail
ଧର୍ମଶାଳା: ହିମାଚଳ ପ୍ରଦେଶରେ ନିଆରା ଢଙ୍ଗରେ ପାଳିତ ହେଲା କାଳୀ ପୂଜା(stone pelting to appease Goddess Kali) । ଏଠାରେ ଧାମି ନିକଟରେ ଥିବା ଗାଲୋଗ ନାମ ଗ୍ରାମରେ ପରସ୍ପର ଉପରେ ପଥର ମାଡ଼ କରି କାଳୀ ପୂଜା ପାଳନ କରାଯାଏ । ପାରମ୍ପରିକ ରୀତିନୀତିରେ କାଳୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି ପର୍ବ ପାଳନ ହୋଇ ଆସୁଛି । ଗ୍ରାମର ପ୍ରତିଟି ବ୍ୟକ୍ତି ଏହି ପର୍ବରେ ସାମିଲ ହୋଇ ପରସ୍ପର ଉପରକୁ ପଥର ମାଡ଼ କରିଥାଆନ୍ତି ।
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.