thumbnail

ସୋସିଆଲ ମିିଡିଆରେ CM ସ୍ଥିର ହୁଏ ନାହିଁ: ହରିୟାଣା ମୁଖ୍ୟମନ୍ତ୍ରୀ

By

Published : Dec 12, 2022, 11:13 AM IST

Updated : Feb 3, 2023, 8:35 PM IST

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ନେଇ ସୋସିଆଲ ମିଡିଆରେ ଉଠୁଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି,'' କିଛି ଲୋକ ଶୋଇବା ପୂର୍ବରୁ ସୋସିଆଲ ମିଡିଆରେ ସିଏମ ପରିବର୍ତ୍ତନ କରିବା ସେମାନଙ୍କ ଅଭ୍ୟାସ ହୋଇଗଲାଣି । ଭାରତୀୟ ଜନତା ପାର୍ଟିର ଯେଉଁ ମୁଖ୍ୟମନ୍ତ୍ରୀ ହେବେ ସେ ଜନତାଙ୍କ ହିତରେ କାର୍ଯ୍ୟ କରିବେ ତାହା ଆମ ବିଚାରଧାରର ଅଂଶ । ଏହା ଆମର ଇସ୍ତାହାରର ଏକ ଅଂଶ । ଆମେ ସମସ୍ତେ ଗୋଟିଏ ଟିମ ଭାବେ କାମ କରୁ ଏବଂ ଏଠାରେ ସାମୂହିକ ନିଷ୍ପତ୍ତି ନିଆଯାଏ । ସୋସିଆଲ ମିଡିଆରେ ଯାହା ଚାଲିଛି ସେମିତି କିଛି ନିଷ୍ପତ୍ତି ନିଆଯାଏ ନାହିଁ। କିନ୍ତୁ ହଁ,ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏହିପରି ଜିନିଷରୁ ମଜା ନିଅନ୍ତି । ସେହି ଲୋକମାନଙ୍କୁ ମୁଁ କହିବାକୁ ଚାହେଁ ଯେତେବେଳେ ତୁମେ ସେହି କାମ କରି ଥକିଯିବ ମୋ ପାଖକୁ ଆସିବ, ମୁଁ ଆପଣଙ୍କୁ ଅନ୍ୟ କିଛି କରିବାକୁ କହିବି ।''
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.