ଗୋପାଳପୁର ବେଳାଭୂମି ଷ୍ଟଲରେ ମୁଖ୍ୟ ଆକର୍ଷଣ: ମାଛ ଆଚାରକୁ ଚିଙ୍ଗୁଡି ମିକ୍ସଚର - ଗଞ୍ଜାମ ଜିଲ୍ଲାର ହୁମ୍ମା କ୍ଲଷ୍ଟର
🎬 Watch Now: Feature Video
ବ୍ରହ୍ମପୁର: ମାଛ ଆଚାର ସାଙ୍ଗକୁ ଚିଙ୍ଗୁଡି ମିକ୍ସଚର । ଏପରିକି ଚିଙ୍ଗୁଡିର ପୋକଡା ଏବଂ ଅନେକ କିଛି ସୁସ୍ବାଦୁ ସାମଗ୍ରୀର ରେଡି ଟୁ ଇଟ୍ ଛୋଟ ଛୋଟ ପ୍ୟାକେଟ ର ବିକ୍ରି ହେଉଛି । ଗୋପାଳପୁର ବେଳାଭୂମି ମହୋତ୍ସବର ଷ୍ଟଲରେ ଦେଖିବାକୁ ମିଳିଛି ଏହାର ଚାହିଦା । ଯାହାକୁ ପ୍ରସ୍ତୁତ କରୁଛନ୍ତି ଗଞ୍ଜାମ ଜିଲ୍ଲାର ହୁମ୍ମା କ୍ଲଷ୍ଟର ଅଞ୍ଚଳରେ କିଛି ବ୍ୟକ୍ତି ବିଶେଷ । ଗତ 6 ମାସ ତଳେ ଏଭଳି ସ୍ଥାନୀୟ ଅଞ୍ଚଳର ମତ୍ସଜୀବୀଙ୍କ ଠାରୁ ଚିଙ୍ଗୁଡି , ମାଛ କ୍ରୟ କରାଯାଇ ପ୍ରସ୍ତୁତ କରାଯାଇ ଆସୁଅଛି । ଗଞ୍ଜାମ ଜିଲ୍ଲାର ହୁମ୍ମା ଅଞ୍ଚଳରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ପକ୍ଷରୁ କରାଯାଇଥିବା ଏପରି ପରିକଳ୍ପନାକୁ ନେଇ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ । ଇଟିଭି ଭାରତ,ବ୍ରହ୍ମପୁର
Last Updated : Feb 3, 2023, 8:37 PM IST