thumbnail

By

Published : Oct 24, 2022, 10:33 AM IST

Updated : Feb 3, 2023, 8:29 PM IST

ETV Bharat / Videos

ବିହାରରେ ଦୀପୋତ୍ସବ, ଜଳିଲା 6 ଲକ୍ଷ ଦୀପ

ପାଟନା: ଆଜି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ଆଲୋକିତ ହୋଇ ଉଠିଛି ପୁରପଲ୍ଲୀ । ଦୀପାବଳି ନେଇ ନୂଆ ରେକର୍ଡ ସୃଷ୍ଟି ହୋଇଛି । ବିହାରର ମୁଙ୍ଗେରରେ ଧନତେରସ ସନ୍ଧ୍ୟାରେ 6 ଲକ୍ଷ ଦୀପ ଜାଳି ନୂଆ ରେକର୍ଡ ସୃଷ୍ଟି କରାଯାଇଛି । ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.