thumbnail

By

Published : Dec 9, 2022, 9:49 PM IST

Updated : Feb 3, 2023, 8:35 PM IST

ETV Bharat / Videos

Sky Poet: କବିଙ୍କ ଅଜବ ସଉକ, ୪୦୦୦ ଫୁଟ ଉଚ୍ଚରେ କଲେ କବିତା ଗାନ

ଭୋପାଳ: ପବନ ମଧ୍ୟରେ ବେଳେ ବେଳେ କାହିଁ କେଉଁଠୁ ଭାସି ଆସେ କବିତା । ହେଲେ ଆପଣ କବିତା ସହି କବିଙ୍କୁ ପବନରେ ଭାସମାନ ଅବସ୍ଥାରେ ଦେଖିଛନ୍ତି ନା ଶୁଣିଛନ୍ତି କି ? ଏଠାରେ କବିତା ସହିତ କବି ମଧ୍ୟ ପବନରେ ଭାସୁଛନ୍ତି । ଅର୍ଥାତ ଏଠାରେ ଜଣେ କବି ସ୍କାଏ ଡାଇଭିଂ ସମୟରେ ଆକାଶରେ ରହି କବିତା ପାଠ କରୁଥିବାର ଏକ ଭିଡ଼ିଓ ସାମନାକୁ ଆସିଛି (Bhopal poet Atal Kashyap recite 40 poem in sky) । ମଧ୍ୟପ୍ରଦେଶ ଭୋପାଳରେ ଏହି ଘଟଣା ଦେଖିବାକୁ ମିଳିଛି । କବି ଅଟଳ କଶ୍ୟପ ୪୦୦୦ ଫୁଟ ଉଚ୍ଚରେ ପ୍ରାୟ ୪୫ ମିନିଟରେ ୪୦ଟି କବିତା ପାଠ କରିଛନ୍ତି (Unique poet recites poetry in the sky) । ଯାହା ଫଳରେ ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇପାରିଛନ୍ତି । ଦେଖନ୍ତୁ ଆକାଶରେ କବିତା ପାଠ କରୁଥିବାର ଏହି ଭିଡ଼ିଓ
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.