ଆଜାଦି କା ଅମୃତ ମହୋତ୍ସବ ପାଳିତ - ପୁରୀରେ ପାଳିତ ହେଲା ଆଜାଦି କା ଅମୃତ ମହୋତ୍ସବ
🎬 Watch Now: Feature Video
ପୁରୀ : ସବୁଠି ଚାଲିଛି ଆଜାଦି କା ଅମୃତ ମହୋତ୍ସବ ପାଳନ । ଏହି ଅବସରରେ ଡେଲାଙ୍ଗ ବେରବୋଇ ସ୍ଥିତ ଗାନ୍ଧୀପୀଠ ଠାରୁ ଅସ୍ତରଙ୍ଗର ଲବଣ ସତ୍ୟାଗ୍ରହ ହୋଇଥିବା କୁହୁଡ଼ି ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରା ଆରମ୍ଭ କରିଛି ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ବିଜେପି ନେତ୍ରୀ ପ୍ରଭାତୀ ପରିଡା, ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବିଜେପି ନେତା ଓମ ପ୍ରକାଶ ମିଶ୍ର ସମେତ ସହ ସହ ବିଜେପି ବରିଷ୍ଠ ନେତା ଓ କର୍ମୀ ଏହି ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେଇଥିଲେ । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:26 PM IST