thumbnail

By

Published : Sep 11, 2022, 10:50 PM IST

Updated : Feb 3, 2023, 8:27 PM IST

ETV Bharat / Videos

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆତ୍ମନିର୍ଭର ସଂସ୍ଥା ଉଦଘାଟିତ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ବାରିପଦା ଠାରେ ଉଦଘାଟିତ ହୋଇଛି ଆତ୍ମନିର୍ଭର ସଂସ୍ଥା । ଜିଲ୍ଲାର ପ୍ରତି ବ୍ଲକରେ ସୟଂ ସହୟକା ଗୋଷ୍ଠୀର ମହିଳାଙ୍କୁ ମହମବତୀ, ଧୂପ ଆଦି ବିଭିନ୍ନ ଘରକରଣା ସାମଗ୍ରୀ ଆଦିର ପ୍ରସ୍ତୁତି ନିମନ୍ତେ କଞ୍ଚାମାଲ ଯୋଗାଇ ଦିଆଯାଇଛି । ଏଥିରୁ ପ୍ରସ୍ତୁତ ସାମଗ୍ରୀକୁ ସଂସ୍ଥା ପକ୍ଷରୁ ବଜାରରେ ବିକ୍ରି କରାଯିବାର ବ୍ୟବସ୍ଥା କରାଯିବ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ବାରିପଦାର ମୁର୍ଗାବାଡ଼ି ଠାରେ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଛି ।  ଇଟିଭି ଭାରତ,ମୟୁରଭଞ୍ଜ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.