14ରେ ମିଶନ ଚନ୍ଦ୍ରଯାନ-3, ଚମକିଲା ରଙ୍ଗୋଲି - ଚନ୍ଦ୍ରଯାନ 3

🎬 Watch Now: Feature Video

thumbnail

By

Published : Jul 9, 2023, 10:59 AM IST

Updated : Jul 9, 2023, 11:14 AM IST

ଗାନ୍ଧୀନଗର: ଚନ୍ଦ୍ରଯାନ-2 ମିଶନ ବିଫଳତା ପରେ ଚନ୍ଦ୍ରଯାନ-3 ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ । ଭାରତର ତୃତୀୟ ଚନ୍ଦ୍ର ଅଭିଯାନ ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) କାର୍ଯ୍ୟସୂଚୀ ଜାରି କରିସାରିଛି । ଆସନ୍ତା ଜୁଲାଇ 14 ତାରିଖ ଅପରାହ୍ନ 2ଟା 35ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱାନ କେନ୍ଦ୍ରରୁ ଚନ୍ଦ୍ରଯାନ-3 ଉତକ୍ଷେପଣ ହେବ । ମହାକାଶରେ ଗତି କରି ଅଗଷ୍ଟ 23 ତାରିଖରେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଏ ନେଇ ସମସ୍ତେ ଉତ୍ସାହର ସହ ସେହି ଐତିହାସିକ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି । ଇସ୍ରୋର ଏହି ଅଭିଯାନ ସଫଳ ହେବା ଆଶାରେ ଦେଶବାସୀ । ଗୁଜୁରାଟ ସୁଟରର ଏକ ସ୍କୁଲରେ ଚନ୍ଦ୍ରଯାନ-3ର ଏକ ରଙ୍ଗୋଲି କରାଯାଇଛି । ଭଳିକି ଭଳି ରଙ୍ଗରେ ଚନ୍ଦ୍ରଯାନର ସୁନ୍ଦର ରଙ୍ଗୋଲି କରାଯାଇଛି । ଦେଖନ୍ତୁ ଭିଡିଓ...

ଏହା ବି ପଢନ୍ତୁ...Chandrayaan-3: 14 ଅପରାହ୍ନରେ ଉତକ୍ଷେପଣ, ଅଗଷ୍ଟ 23-24 ଚନ୍ଦ୍ରପୃଷ୍ଠରେ ଅବତରଣ

Last Updated : Jul 9, 2023, 11:14 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.