thumbnail

By

Published : Jul 8, 2022, 8:50 AM IST

Updated : Feb 3, 2023, 8:24 PM IST

ETV Bharat / Videos

ବିପଦରେ ଗଜରାଜ: ଭଞ୍ଜନଗରରୁ ଦନ୍ତାର ମୃତଦେହ ଉଦ୍ଧାର

ଭଞ୍ଜନଗର: ବିପଦରେ ଗଜରାଜ । ପ୍ରତି ମୁହୂର୍ତ୍ତରେ ଖବର ଆସୁଛି କେଉଁଠି ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଘଟିଛି ତ କେଉଁଠି ଶିକାରୀ ଗୁଳିରେ ହାତୀ ମୃତ୍ୟୁ ଘଟିଛି । ଏବେ ପୁଣି ଭଞ୍ଜନଗର ଅଞ୍ଚଳରେ ଏକ ହାତୀର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ କାନବିନ୍ଧା ଜଙ୍ଗଲରେ ପଡିଛି ଦନ୍ତାହାତୀର ମୃତଦେହ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିବାବେଳେ ଦାନ୍ତ କଟାଯାଇଥିବା ସୂଚନା ମିଳିଛି । ହାତୀ ହତ୍ୟା ପରେ ଦାନ୍ତ କାଟି ହତ୍ୟାକାରୀମାନେ ନେଇଯାଇଥିବା ସନ୍ଦେହ । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.