କଳା ବୋଲି ମନ୍ଦିରରେ ମହିଳାଙ୍କୁ ମାଡ଼ ମାରିଲେ ଟ୍ରଷ୍ଟ ଅଧିକାରୀ ! CCTVରେ କଏଦ ଦୃଶ୍ୟ

By

Published : Jan 6, 2023, 3:01 PM IST

Updated : Feb 3, 2023, 8:38 PM IST

thumbnail
ବେଙ୍ଗାଲୁରୁ: ମନ୍ଦିରରେ ମହିଳାଙ୍କ ଉପରେ ଆକ୍ରମଣ । ବେଙ୍ଗାଲୁରୁସ୍ଥିତ ଅମୃଥାଲିରେ ଥିବା ଲକ୍ଷ୍ମୀ ନରସିଂହ ମନ୍ଦିର ଟ୍ରଷ୍ଟ ଅଧିକାରୀ ଜଣେ ମହିଳାଙ୍କୁ ପିଟୁଥିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ଏହି ଘଟଣା ସିସିଟିଭିରେ କଏଦ ହୋଇଛି । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ମହିଳା ଜଣକ ମନ୍ଦିରରେ ପ୍ରବେଶ କରିବା ସମୟରେ ଟ୍ରଷ୍ଟ ଅଧିକାରୀ ଅସଭ୍ୟ ବ୍ୟବହାର କରିଥିଲେ । "ଆପଣ ସ୍ନାନ କରିଛନ୍ତି କି ? ବୋଲି ସେ ପ୍ରଶ୍ନ କରିଥିଲେ ।" ଏହାପରେ ଆପଣ ଦେଖିବାକୁ କଳା କହି ଦୁର୍ବବ୍ୟହାର କରିଥିବା ସହ ମାରରିଟ କରିଥିଲେ । ଏହି ଘଟଣା ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି ।
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.