thumbnail

By

Published : Feb 27, 2022, 3:27 PM IST

Updated : Feb 3, 2023, 8:18 PM IST

ETV Bharat / Videos

Panchayat Vote Counting: ଦ୍ବିତୀୟ ଦିନରେ ଗଣତି ଜାରି, ଜାଣନ୍ତୁ ଆଗକୁ କଣ ହେବ ସ୍ଥିତି ?

ଭୁବନେଶ୍ବର: ଜାରି ରହିଛି ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ବିତୀୟ ପର୍ଯ୍ୟାୟ । ଅଧିକାଂଶ ଆସନରେ ବିଜେଡି ପ୍ରାରମ୍ଭିକ ଟ୍ରେଣ୍ଡିଂରେ ଲିଡ କରୁଛି । ଏପଟେ ଆଶାନୁରୂପକ ଫଳ ପାଇ ପାରିନାହିଁ ବିଜେପି କି କଂଗ୍ରେସ । ରବିବାର ୩୦୬ଟି ଆସନ ପାଇଁ ଗଣତି ଆରମ୍ଭ ହୋଇଥିବା ବେଳେ ବିଜେଡି ୨୪୫ ଆସନରେ ଲିଡ୍‌ରେ ରହିଛି । ସେପଟେ ବିଜେପି ମାତ୍ର ୨୩ଟି ଆସନରେ ଲିଡ୍‌ ନେବାକୁ ସକ୍ଷମ ହୋଇ ପାରିଛି । ଏହାସହ ବର୍ତ୍ତମା ସୁଦ୍ଧା ସମୁଦାୟ ୫୪୦ ଆସନରେ won/leads ରହିଛି ବିଜେଡିର । ଏହାକୁ ନେଇ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ସଞ୍ଜୀବ କୁମାର ରାୟ ଓ ଭବାନୀଶଙ୍କର ଦାସ ।
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.