ETV Bharat / technology

ଫେବୃଆରୀ 1ରୁ ମହଙ୍ଗା ହେବ Maruti କାର; ଜାଣନ୍ତୁ କେଉଁ ମଡେଲରେ କେତେ ବଢିବ - MARUTI SUZUKI PRICE HIKE

ମାରୁତି ସୁଜୁକି ଅନେକ କାରଗୁଡ଼ିକର ଦାମ 1 ଫେବୃଆରୀରୁ ବୃଦ୍ଧି କରିବାକୁ ଯାଉଛି । ଦାମରେ 1500ରୁ 32,500 ଟଙ୍କା ପର୍ଯ୍ୟନ୍ତ ବଢିପାରେ । ଅଧିକ ପଢନ୍ତୁ

Maruti Suzuki cars price hike
Maruti Suzuki cars price hike (Photo - Maruti Suzuki)
author img

By ETV Bharat Tech Team

Published : Jan 25, 2025, 7:35 PM IST

ହାଇଦ୍ରାବାଦ: ଦେଶର ସବୁଠୁ ବଡ଼ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ନିଜ କାର ଓ ଏସୟୁଭିର ଦାମ ଆସନ୍ତା ଫେବୃଆରୀ ପହିଲାରୁ ବୃଦ୍ଧି କରିବାକୁ ଯାଉଛି । କମ୍ପାନୀ କାରଗୁଡ଼ିକର ଦାମ ବୃଦ୍ଧି ମଡେଲ ଆଧାର ଅନୁସାରେ କରିବ । କମ୍ପାନୀ 1500 ଟଙ୍କାଠାରୁ 32,500 ଟଙ୍କା ପର୍ଯ୍ୟନ୍ତ କାରର ଦାମକୁ ବୃଦ୍ଧି କରିପାରେ ।

ମିଳିଥିବା ସୂଚନା ଅନୁସାରେ, ପୁରୁଣା Maruti Ciaz ଓ Maruti Jimmyର ଦାମର ସବୁଠୁ କମ ହେବ । ସେପଟେ Maruti Celerio ଓ Invicto ମଡେଲର ଦାମ 30,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଆମେ ନିମ୍ନରେ ଆପଣଙ୍କୁ ଏକ ତାଲିକା ପ୍ରଦାନ କରୁଛୁ । କେଉଁ ମଡେଲରେ କେତେ ଦାମ ବୃଦ୍ଧି କରାଯିବ ବିସ୍ତୃତ ଭାବରେ ଜାଣନ୍ତୁ ।

ମଡେଲଦାମ ବୃଦ୍ଧି
Maruti Alto K1019,500 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti S-Presso5,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Celerio 32,500 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti WagonR15,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Swift 5,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Dzire10,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Brezza20,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Ertiga15,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Eeco12,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Ignis6,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Baleno9,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Ciaz 1,500 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti XL610,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Fronx5,500 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Invicto30,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Jimny1,500 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
Maruti Grand Vitara25,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

କହି ରଖୁଛୁ କି, ଚତୁର୍ଥ ପିଢିର ମାରୁତି ଡିଜାୟାର (Maruti Dzire)କୁ କମ୍ପାନୀ ଇଣ୍ଟ୍ରୋଡକ୍ଟରୀ ଦାମରେ ଲଞ୍ଚ କରିଥିଲା ଓ ଏହି ଦାମ ବୃଦ୍ଧି ସହ କାରର ଇଣ୍ଟ୍ରୋଡକ୍ଟରୀ ଦାମ ଶେଷ ହୋଇଛି । ଗତବର୍ଷ ଶେଷରେ ଲଞ୍ଚ ହୋଇଥିବା ଏହାର ସବକମ୍ପାକ୍ଟ ସେଡାନର ଦାମ ନୂଆବର୍ଷ ଆରମ୍ଭରେ 10ହଜାର ଟଙ୍କା ବୃଦ୍ଧି ପାଇଥିଲା ।

ସେପଟେ Maruti Brezza, Fronx, Swift ଓ Ertiga ଭଳି ଅନ୍ୟ ଲୋକପ୍ରିୟ ମଡେଲର ଦାମ 20,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହା ବ୍ୟତୀତ ମାରୁତି ସିଲେରିଓ (Maruti Celerio)ର ଦାମ ସବୁଠୁ ଅଧିକ ବୃଦ୍ଧି ପାଇବାକୁ ଯାଉଛି । ମାରୁତି ସିଆଜରେ ସବୁଠୁ କମ 1500ଟଙ୍କା ବୃଦ୍ଧି ହେବ ।

ଏହା ବି ପଢନ୍ତୁ
  1. ଏବେ ସେକେଣ୍ଡ ହ୍ୟାଣ୍ଡ୍‌ କାର୍‌ କିଣିବା ବି ହେବ ମହଙ୍ଗା; ଦେବାକୁ ପଡ଼ିବ GST
  2. ନୂଆବର୍ଷ ଆରମ୍ଭରୁ ମହଙ୍ଗା ହେବ ଏହି କମ୍ପାନୀର କାର; ତାଲିକାରେ କିଏ ଜାଣନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.