କଳାହାଣ୍ଡିରେ ବେଆଇନ କ୍ରସର ସିଲ - Crusher seal news
🎬 Watch Now: Feature Video

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଧିରେ ଧିରେ ବାଟ ଫିଟୁଛି । ଆସନ୍ତା ବିଧାନସଭାର ଶୀତକାଳୀନ ଅଧୀବେଶନରେ ଆଇନ ସଂଶୋଧନ ପାଇଁ ଆସିପାରେ ବିଧେୟକ । ଦୀର୍ଘ ୩ ବର୍ଷ ଧରି ପୌର ନିର୍ବାଚନ ହୋଇନଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଏନେଇ ସୂଚନା ଦେଇଛନ୍ତି ।