thumbnail

ପାହାଡ ତଳ ଜଙ୍ଗଲରୁ ତିନି ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

By

Published : Jul 30, 2020, 5:19 PM IST

ଅନୁଗୋଳ: ଜିଲ୍ଲା ଛେଣ୍ଡିପଦା ବାଲିପଟା ପଞ୍ଚାୟତ ବାଲି କୁଦିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଜଙ୍ଗଲରୁ ଏକାସାଥୀରେ ତିନୋଟି ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ଅଛି ଜଣେ ଯୁବତୀ ଓ ଦୁଇ ଜଣ ଯୁବକଙ୍କ ଗଳିତ ମୃତଦେହ । ବୁଧବାର ସନ୍ଧ୍ୟାରେ ଜଣେ ଛେଳି ଚରାଇବାକୁ ଯାଇ ଏହା ଦେଖିବା ପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ତେବେ ଉଦ୍ଧାର ହୋଇଥିବା ମୃତକ କିଏ ଓ ମୃତ୍ୟୁର କାରଣ କଣ ତାହା ଜଣାପଡିନାହିଁ। ତେବେ ଏହା ତ୍ରିକୋଣୀୟ ପ୍ରେମର ପରିଣତି ବୋଲି ସନ୍ଦେହ କରାଯାଉଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.