ବରଫ ଚାଦରରେ ସଜେଇ ହୋଇଛି କାଶ୍ମୀର

By

Published : Feb 23, 2022, 2:11 PM IST

Updated : Feb 3, 2023, 8:17 PM IST

thumbnail
ଶ୍ରୀନଗର: ବରଫ ଚାଦରରେ ସଜେଇ ହୋଇଛି କାଶ୍ମୀର। ବୁଧବାର ଜମ୍ମୁ ଓ କାଶ୍ମୀରରେ ପ୍ରବଳ ତୁଷାରପାତ ବୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଏହା କାଶ୍ମୀରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି। ଏମତି ଲାଗୁଛି ଯେପରି ପ୍ରକୃତିର ସୌନ୍ଦର୍ଯ୍ୟରେ ସଜେଇ ହୋଇଛି କାଶ୍ମୀର। ଗତ ରାତିରୁ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତା ଉପରେ 6 ଇଞ୍ଚର ବରଫ ଆସ୍ତରଣ ଜମା ହୋଇଛି। ଏହାରି ଭିତରେ ଜନସାଧାରଣଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳୁଛି। ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.