thumbnail

By

Published : Nov 19, 2021, 10:35 PM IST

ETV Bharat / Videos

ବନ୍ୟା ପାଣିରେ ଭାସିଗଲା ଘର, ଦେଖନ୍ତୁ ଭିଡିଓ

ଚେନ୍ନାଇ: ପ୍ରଳୟଙ୍କାରୀ ବନ୍ୟା ପାଣିରେ ଘର ଭୁଶୁଡିଛି । ତାମିଲନାଡୁର ଭେଲୋର ଜିଲ୍ଲାରେ ପ୍ରବଳ ବର୍ଷା ହେବା ଯୋଗୁଁ ଘର ଭୁଶୁଡି ପାଣି ଭାସି ଯାଇଛି। ମୂଷଳଧାରା ବର୍ଷା ଫଳରେ ନଦୀରେ ହଠାତ ବନ୍ୟା ଆସିଥିଲା । ଭାଗ୍ୟବସତଃ ଏହି ଘରେ କେହି ନଥିଲେ । ଭୁଶୁଡିବା ପୂର୍ବରୁ ସମସ୍ତେ ଘର ବାହାରକୁ ବାହାରି ପଡିଥିଲେ । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.