thumbnail

By

Published : Dec 14, 2020, 2:08 PM IST

ETV Bharat / Videos

ଅଟୋକୁ 200 ମିଟର ଟାଣିନେଲା ଟ୍ରକ, ଦେଖନ୍ତୁ ଭିଡିଓ

ଭୋପାଳ: ଅଟୋକୁ 200 ମିଟର ଟାଣି ନେଲା ଟ୍ରକ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଛାତିଥରା ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଅଞ୍ଚଳରେ । ତେବେ ସୌଭାଗ୍ୟବଶତଃ ସେହି ସମୟରେ ଅଟୋରେ କେହି ନଥିଲେ । ପୋଲିସ ଟ୍ରକ ଡ୍ରାଇଭରକୁ ଅଟକ ରଖିବା ସହ ଉଭୟ ଟ୍ରକ ଏବଂ ଅଟୋରିକ୍ସା ଜବତ କରିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.