thumbnail

ଓଡିଶାରେ ପ୍ରଥମ: ପକ୍ଷାଘାତ ରୋଗୀଙ୍କୁ ଚଲାଉଛି ରୋବର୍ଟ

By

Published : Jun 6, 2019, 7:08 PM IST

ଭୁବନେଶ୍ବର: ଅଚଳ ପାଦ ଏବେ ଚାଲିବ । ଦରକାର ହେବନି ଆଶାବାଡି କିମ୍ବା ସାହାରା । ନିଜେ ଏକା ଏକା ଆଗେଇ ଚାଲିବେ ପକ୍ଷାଘାତ ରୋଗୀ । ନିଜେ ଦେଖିବେ ନିଜ ଶରୀରର ଅଭିବୃଦ୍ଧି । ଆଉ ସାଥ ଦେବ ରୋବର୍ଟ । ଆଗରୁ ଆମେ ଟିଭିରେ ଦେଖିଥିଲୁ ବା ଶୁଣିଥିଲୁ ରୋବର୍ଟର କାରନାମା । ଏବେ ନିଜେ ଏହାକୁ ଅନୁଭବ କରିବେ ପକ୍ଷାଘାତ ରୋଗୀ । ପ୍ରଥମ ଥର ପାଇଁ ରାଜ୍ୟରେ ଫିଜିଓଥେରାପିରେ ଆରମ୍ଭ ହୋଇଛି ରୋବୋର୍ଟିକ ଚିକିତ୍ସା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.