ଫୁଲୁଛି ନର୍ମଦା, ନଦୀ କୂଳିଆ ବାସୀଙ୍କୁ ସତର୍କ ସୂଚନା - ନର୍ମଦା ନଦୀ ଜଳସ୍ତର ବୃଦ୍ଧି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4389918-thumbnail-3x2-narmada.bmp)
ଭୋପାଳ: ଇନ୍ଦିରା ସାଗର ଏବଂ ଓଁକାରେଶ୍ବର ଡ୍ୟାମରୁ ବାରମ୍ବାର ପାଣି ଛଡା ଯାଉଛି । ଫଳରେ ନର୍ମଦା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏନଏଚଡିସି ପକ୍ଷରୁ ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ରହିବାକୁ ସତର୍କ ସୂଚନା ଜାରି କରାଯାଇଛି।