ତାରା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା' ସୁରେଶ୍ବରୀ - ସୁବର୍ଣ୍ଣପୁର
🎬 Watch Now: Feature Video

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା ସୁରେଶ୍ବରୀ । ଆଶ୍ବିନ ଶୁକ୍ଳ ଦ୍ବିତୀୟା ତିଥିରେ ତାରା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମା'। ଆସନ୍ତାକାଲି ସୋମବାର ତୃତୀୟା ତିଥିରେ ଷୋଡଶୀ ବେଶ ଧାରଣା କରି ଶ୍ରଦ୍ଧାଳୁଙ୍କୁ ମା’ ଦର୍ଶନ ଦେବେ । କୋଭିଡ କଟକଣା ଭିତରେ ପାରମ୍ପରିକ ରୀତିନୀତିରେ ଦେବୀଙ୍କ ଆରାଧନା କରାଯିବା ସହ ଦେବୋତ୍ତର ବିଭାଗ ପକ୍ଷରୁ ଜନସମାଗମକୁ ବାରଣ କରାଯାଇଛି।