ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି

By

Published : Apr 1, 2021, 8:43 AM IST

thumbnail
ଖୋର୍ଦ୍ଧା : ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୂତ ହେବାରେ ଲାଗିଛି । ଦିନରେ ଅସହ୍ୟ ତାତି । ଆଉ ସକାଳୁ ଘନ କୁହୁଡି ଦ୍ୱାରା ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ସକାଳୁ ଘନ କୁହୁଡି ପାଇଁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖାଦେଇଛି । କୁହୁଡ଼ିର ଆସ୍ତରଣ ଏତେ ଅଧିକ ରହିଛି ଯେ ଅତି ନିକଟରୁ କୌଣସି ଜିନିଷ ଦେଖିବା କଷ୍ଟକର ହୋଇପଡିଛି । ସେପଟେ ଦିନ ସମୟରେ ଦୁଇଦିନ ଧରି ଅସହ୍ୟ ଗରମ ଓ ସକାଳୁ କୁହୁଡି ପାଇଁ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.