କବାଡି ପଡିଆରେ ପରିବର୍ତ୍ତିତ ଦିଲ୍ଲୀ ସୀମାନ୍ତ ସିଙ୍ଘୁ ବର୍ଡର - ଚାଷୀ ଆନ୍ଦୋଳନ
🎬 Watch Now: Feature Video

ଚଣ୍ଡିଗଡ଼: କବାଡି ପଡିଆରେ ପରିଣତ ହୋଇଛି ଏକ ମାସରୁ ଅଧିକ ସମୟ ଧରି ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ କରି ଆସୁଥିବା ଦିଲ୍ଲୀ ସୀମାନ୍ତ ସିଙ୍ଘୁ ବର୍ଡର । ସୋମବାରଠାରୁ ଏଠାରେ କବାଡି ପ୍ରତିଯୋଗିତା ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାରେ 100 ରୁ ଅଧିକ ଦଳ ଅଂଶଗ୍ରହଣ କରିଛନ୍ତି । ତେବେ ଏହି କବାଡି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ ଏବଂ ଶ୍ରେଷ୍ଠ ଖେଳାଳିଙ୍କୁ 1.11 ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ ।