ଇଟିଭି ଭାରତ ପ୍ରଭାବ; ଯବାନ ରାମ ସିଂ ବୁରୁଦା ଡାକ୍ତରଖାନାରେ ଭର୍ତ୍ତି - ଡାକ୍ତରଖାନାରେ ଭର୍ତ୍ତି
🎬 Watch Now: Feature Video
ମାଲକାନଗିରି: ଶେଷରେ ଶୁଣିଲେ ପ୍ରଶାସନ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଯବାନ ରାମ ସିଂ ବୁରୁଦାଙ୍କୁ ଡାକ୍ତରଖାନା ନିଆଯାଇଛି । ଡାକ୍ତରଖାନାରେ ଭର୍ତ୍ତି କଲା ପରେ ରାମ ସିଂଙ୍କ ପତ୍ନୀ ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି ।