କଟକରେ କାୟା ମେଲାଉଛି କୋରୋନା, ଚିନ୍ତା ବଢାଉଛି ହୋମ କ୍ବାରେଣ୍ଟାଇନ ବ୍ୟବସ୍ଥା - cuttack corona update

🎬 Watch Now: Feature Video

thumbnail

By

Published : Jul 6, 2020, 11:46 AM IST

କଟକ: କଟକରେ କ୍ରମାଗତ ଭାବରେ ବଢି ଚାଲିଛି କୋରୋନା ସଂକ୍ରମଣ ସଂଖ୍ୟା । ମୁଖ୍ୟତଃ ହୋମ କ୍ବାରେଣ୍ଟାଇନରୁ ସଂକ୍ରମଣ ବ୍ୟାପୁଥିବା କୁହାଯାଉଛି । ତେଣୁ କଣ୍ଟାକ୍ଟ ଟ୍ରେସିଂକୁ ଅଧିକ ଗୁରୁତ୍ତ୍ବ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି 8 ତାରିଖ ପର୍ଯ୍ୟନ୍ତ କଟକକୁ ସଟଡାଉନ ଘୋଷଣା କରିଛନ୍ତି । ତେବେ ସ୍ଥିତି କିପରି ରହିଛି ଏନେଇ କଟକରୁ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ନାରାୟଣ ସାହୁ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.