ଦେଶକୁ ଲାଲକିଲ୍ଲାର ସମ୍ବୋଧନ... - ଲାଲକିଲ୍ଲା ହିଂସା କାଣ୍ଡ

🎬 Watch Now: Feature Video

thumbnail

By

Published : Jan 28, 2021, 1:36 PM IST

ନୂଆଦିଲ୍ଲୀ: ଜାନୁଆରୀ 26, 2021 । ଯେତେବେଳେ ପ୍ରତ୍ୟେକ ଭାରତୀୟ 72ତମ ଗଣତନ୍ତ୍ର ଦିବସ ପାଳନ କରୁଥିଲେ ଏବଂ ବିଶ୍ବର ଦୀର୍ଘତମ ସମ୍ବିଧାନକୁ ପ୍ରଶଂସା କରୁଥିଲେ ସେତେବେଳେ ଲଜ୍ଜାରେ ମୋ ମୁଣ୍ଡ ନଇଁ ଯାଇଥିଲା । ଗତ ସାତ ଦଶନ୍ଧି ଧରି, ମୁଁ ଭାରତୀୟଙ୍କ ଦେଶ ପ୍ରେମ, ଉତ୍ସାହ ଏବଂ ତ୍ରି-ରଙ୍ଗା ପ୍ରତି ଲୋକଙ୍କ ସମ୍ମାନକୁ ଦେଖିଛି । କିନ୍ତୁ ଜାନୁଆରୀ 26ରେ ମୁଁ ଯେଉଁ ଅସମ୍ମାନର ସମ୍ମୁଖୀନ ହେଲି, ମୋ ହୃଦୟ ବିଚଳିତ ହୋଇଯାଇଛି । ଭାରତୀୟ ଇତିହାସରୁ ଏହି କଳା ଚିହ୍ନକୁ କେହି ଲିଭାଇ ପାରିବେ ନାହିଁ । ଲାଲକିଲ୍ଲାରେ ଘଟିଥିବା କ୍ଷତକୁ ମୁଁ ଅନୁଭବ କରିଛି । ଜାତୀୟ ମହୋତ୍ସବରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରାଯାଏ । କିନ୍ତୁ ଆଜି ଶୁଣନ୍ତୁ ଦେଶ ପାଇଁ ଲାଲକିଲ୍ଲାର ସମ୍ବୋଧନ....ହଁ ଆଜି କାନ୍ଦୁଛି ଲାଲକିଲ୍ଲା !

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.