ଦୁଷ୍ମନ୍ତ ଦାସ ମୃତ୍ୟୁକୁ ନେଇ ବିଜେପିର ରାସ୍ତା ଅବରୋଧ

By

Published : Sep 9, 2021, 7:28 PM IST

thumbnail
ଜଗତସିଂହପୁର: ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାକୁ ନେଇ ବିଜେପି କଟକ ପାରାଦ୍ୱୀପ ରାସ୍ତାକୁ ଅବରୋଧ କରିବା ସହ 50 ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା କିଭଳି ଦୟନୀୟ ହୋଇ ପଡିଛି ତାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି ଅଭିଯୋଗ କରିଛି ଯେ, ଦୁଷ୍ମନ୍ତ ଦାସ କଟକ ଏସସିବିରେ ଚିକିତ୍ସା ନପାଇ ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଜଣାଇବା ପରେ ବି କେହି ଶୁଣି ନଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.