Ashwani Kumar Exclusive: କଂଗ୍ରେସରେ ନାହିଁ ପ୍ରେରଣାଦାୟୀ ନେତୃତ୍ବ, ଦଳରେ ରହି କାମ କରିବା ସମ୍ଭବପର ନଥିଲା - ଅଶ୍ବିନୀ କୁମାରଙ୍କ ସହ ଇଟିଭି ଭାରତର ସାକ୍ଷାତକାର

🎬 Watch Now: Feature Video

thumbnail

By

Published : Feb 15, 2022, 7:33 PM IST

Updated : Feb 3, 2023, 8:12 PM IST

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଅଶ୍ବିନୀ କୁମାରଙ୍କ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । କହିଲେ ଦଳ ପୂର୍ବ କଂଗ୍ରେସ ହୋଇନାହିଁ । ଦଳରେ ନାହିଁ ପ୍ରେରଣାଦାୟୀ ନେତୃତ୍ବ । ଦଳରେ ରହି କାମ କରିବା ସମ୍ଭବପର ନଥିଲା । ଦଳ ଛାଡିଛି, ରାଜନୀତି ଛାଡି ନାହିଁ କିମ୍ବା ଜନସେବାରୁ ଅବସର ନେଇ ନାହିଁ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର
Last Updated : Feb 3, 2023, 8:12 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.