thumbnail

ଓଡିଆ ସିନେମା ଦର୍ଶନାଭିଳାଷୀ ହେଲେ ଦର୍ଶକଙ୍କ ଭଲପାଇବା ମିଳିବ: ସିଦ୍ଧାନ୍ତ ମହାପାତ୍ର

By

Published : Dec 19, 2022, 5:26 PM IST

Updated : Feb 3, 2023, 8:36 PM IST

ମାଆର ପଣତକାନି ହେଉ କି ମାଆର ହାତରନ୍ଧା ଖାଇବା, ମାଆର ସ୍ନେହ ହେଉ କି ମାଆର ହୃଦୟ କଥା ଆମେ ଗୋଟେ ମାଆର କଥା ଆଗେ ଚିନ୍ତା କରିଥାଉ । କିନ୍ତୁ କେଉଁଠି ନା କେଉଁଠି ବାପାର ଭୂମିକା ଏବଂ ତା'ର ତ୍ୟାଗ ଏସବୁ ଭିତରେ ଚାପି ହୋଇ ରହିଯାଏ । ବାପାର ବି ଗୋଟେ ତ୍ୟାଗ ଏବଂ ତା'ର ଛୁଆ ପରିବାର ପ୍ରତି ଭଲପାଇବା ରହିଛି । ଏହି ସମସ୍ତ କାହାଣୀକୁ ନେଇ ପରଦାକୁ ଆସୁଛି ବାପା ସୁପରମ୍ୟାନ । ତେବେ କାହାଣୀକୁ ନେଇ ଆଉ କ'ଣ କହିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ।
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.