ଝିଅ ସହ ଗଣେଶ ଭସାଣିରେ ନଜର ଆସିଲେ ଅଲୁ ଅର୍ଜୁନ - ଅଲୁ ଆରହା ବୟସ
🎬 Watch Now: Feature Video

ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ ଏବଂ ତାଙ୍କ ଝିଅ ସୋମବାର ହାଇଦ୍ରାବାଦରେ ଗଣପତି ବାପ୍ପାଙ୍କୁ ବିଦାୟ ଦେଇଛନ୍ତି। ଅଭିନେତା ଗଣେଶ ବିସର୍ଜନ ଉତ୍ସବର ଏକ ଭିଡିଓ ମଧ୍ୟ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଭିଡିଓରେ ଅଲୁ ଅର୍ଜୁନ ତାଙ୍କର 5 ବର୍ଷର ଝିଅ ଅଲୁ ଆରହାଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଅଲୁ ଅର୍ଜୁନ ଲେଖିଛନ୍ତି, ଗଣପତି ବାପ୍ପା ମୋରିଆ ।
Last Updated : Feb 3, 2023, 8:27 PM IST