‘ଚଳିତବର୍ଷ ବଜେଟ କପି-ପେଷ୍ଟ’ - ରାଜ୍ୟ ସରକାର
🎬 Watch Now: Feature Video
ଭୁବନେଶ୍ବର: 2020-21 ବର୍ଷ ପାଇଁ ବଜେଟ ଆଗତ କରିଛନ୍ତି ରାଜ୍ୟ ସରକାର । ଏହି ବଜେଟରେ କୃଷି ପାଇଁ 19 ହଜାର 4ଶହ 8 କୋଟି ଟଙ୍କା ମଞ୍ଜୁର କରାଯାଇଛି। ସାମଗ୍ରିକ ଭାବେ କୃଷିପାଇଁ ‘ସମୃଦ୍ଧି କୃଷିନୀତି 2020’ ଘୋଷଣା କରାଯାଇଛି । ସେହିପରି କାଳିଆ ଯୋଜନା ପାଇଁ ଚଳିତବର୍ଷ 3 ହଜାର 1ଶହ 95 କୋଟି ବ୍ୟୟ ବରାଦ ଦିଆଯାଇଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷକ ସଙ୍ଗଠନର ନେତା ଶେଷଦେବ ନନ୍ଦ ।