ରେଭେନ୍ସାରେ ପ୍ରସ୍ତୁତ ହେଉଛି ସାନିଟାଇଜର - ravenshaw university
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6631503-thumbnail-3x2-ctc.jpg)
କଟକ: କୋରୋନାକୁ କିଛିମାତ୍ରାରେ ପ୍ରତିହତ କରିବାକୁ ସାନିଟାଇଜର ଆବଶ୍ୟକତା ରହିଛି । ତେବେ ବଜାରରେ ସାନିଟାଇଜରର ଅଭାବ ରହିଥିବାବେଳେ ରେଭେନ୍ସା ବିଶ୍ବବିଦ୍ୟାଳୟ ରାସାୟନିକ ବିଭାଗରେ ଏହାକୁ ପ୍ରସ୍ତୁତ କରାଯାଉଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।