ହେରିଟେଜ ସିିଟିରେ ପରିଣତ ହେବ ଶ୍ରୀକ୍ଷେତ୍ର - ପୁରୀ ଖବର

🎬 Watch Now: Feature Video

thumbnail

By

Published : Feb 15, 2021, 11:02 PM IST

ପୁରୀ: ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଛି । ଏହି ବୈଠକ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବେଳେ ପୁରୀ ହେରିଟେଜ ପ୍ରକଳ୍ପର ଚୂଡାନ୍ତ ଡି଼ଜାଇନ ଏହି ବୈଠକରେ ପାରିତ ହୋଇଛି। ପୂର୍ବରୁ ଏହି ହେରିଟେଜ କରିଡର ଏବଂ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଡିଜାଇନର ନକ୍ସା ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯାଇଥିଲା । ପ୍ରତେକ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କରାଗଲେ ଏହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଥିବାରୁ ମହାପ୍ରଭୁଙ୍କୁ ନକ୍ସା ଅର୍ପଣ କରାଯାଇଥିଲା । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.