ଆରମ୍ଭ ହେଲା ଇକୋ ରିଟ୍ରିଟ ଫେଷ୍ଟିଭାଲ, ପର୍ଯ୍ୟଟକଙ୍କୁ ଟାଣିବାକୁ ଖାସ୍ ପ୍ରୟାସ - odisha second edition of eco retreat begins
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9824612-thumbnail-3x2-eco.jpg)
ପୁରୀ: ଆରମ୍ଭ ହୋଇଛି ଦ୍ବିତୀୟ ଇକୋ ରିଟ୍ରିଟ ଫେଷ୍ଟିଭାଲ । ପ୍ରକୃତି କୋଳରେ ଅସୀମିତ ମଜା । କେଉଁଠି ସମୁଦ୍ର ଜଳରାଶିରେ ତ ଆଉ କେଉଁଠି ଘଞ୍ଚ ଜଙ୍ଗଲରେ । ଜେଟ୍ ସ୍କାଏରେ ଆକାଶକୁ ଛୁଇଁବାର ପ୍ରୟାସ ସାଙ୍ଗକୁ ଜଳକ୍ରୀଡ଼ାରେ ବିସ୍ତୀର୍ଣ୍ଣ ନୀଳ ଜଳରାଶି ସହ ଏକାକାର ହୋଇଯିବାର ଅନୁଭୂତି । ଯୁଆଡ଼େ ଗଲେ ସିଆଡ଼େ ପ୍ରକୃତିର ନୈସର୍ଗିକ ଶୋଭାରାଜି । ଏମିତି ନିଆରା ଅନୁଭୂତି ଆଣିଦେବ ଇକୋ-ରିଟ୍ରିଟ୍ ।