ସେବାୟତଙ୍କ ମୁହଁରୁ ଶୁଣନ୍ତୁ ଶ୍ରୀଜୀଉଙ୍କ ସୁନାବେଶର ମହତ୍ବ - ମହାପ୍ରଭୁଙ୍କ ସୁନାବେଶର ମହତ୍ବ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7860481-thumbnail-3x2-puri.jpg)
ପୁରୀ: କୋରୋନା କଟକଣା ମଧ୍ୟରେ ରଥ ଉପରେ ଶ୍ରୀଜୀଉଙ୍କର ସୁନାବେଶ ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କୁ ଲାଗିହେବ ମହଣ ମହଣ ସୁନା । ବର୍ଷକୁ 5 ଥର ଏହି ସୁନାବେଶ ଅନୁଷ୍ଠିତ ହୋଇଥାଏ । ତେବେ ଏହି ସୁନାବେଶ କାହିଁକି ହୋଇଥାଏ ଓ ଏହାର ମହତ୍ବ ସମ୍ପର୍କରେ ଆସନ୍ତୁ ଶୁଣିବା କଣ କହୁଛନ୍ତି ସେବାୟତମାନେ...
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ