thumbnail

By

Published : Aug 8, 2020, 12:08 PM IST

ETV Bharat / Videos

କଟକରେ ଲକଡାଉନ କଟକଣା :ଅମାନିଆଙ୍କୁ ସାବାଡ କରୁଛି ପୋଲିସ

କଟକ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ରହିଛି ଲକଡାଉନ କଟକଣା । କଟକରେ,ଅଗଷ୍ଟ ମାସରେ ପ୍ରଥମ ଥର ସପ୍ତାହିକ ଲକଡାଉନ ଲାଗୁ କରାଯାଇଛି। ପ୍ରତି ଛକ ଗୁଡିକରେ ପୋଲିସ ପକ୍ଷରୁ ଘନ ଘନ ଚେକିଂ କରାଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। କେବେଳ ସେତିକି ନୁହେଁ, ଅମାନିଆଙ୍କୁ ମଧ୍ୟ ପୋଲିସ ଫାଇନ କାଟି ସାବାଡ କରୁଥିବା ଦେଖିବାକୁ ମିଳିଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା... କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.