କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ ଶୁଣନ୍ତୁ କଣ କହୁଛନ୍ତି ବିଧାୟକ... - ବିଧାୟକ ଦଳ ବୈଠକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9760047-thumbnail-3x2-con.jpg)
ଭୁବନେଶ୍ବର: କଂଗ୍ରେସ ଭବନରେ ଚାଲିଛି ବିଧାୟକ ଦଳ ବୈଠକ । ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ଉପସ୍ଥିତିରେ ହେଉଛି ବୈଠକ । ତେବେ ବୈଠକ ପୂର୍ବରୁ ଦେଖନ୍ତୁ କଣ କହୁଛନ୍ତି କଂଗ୍ରେସ ବିଧାୟକ ।ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ