Panchayat Election: ପୋଟ୍ଟଲାମପୁର ପଞ୍ଚାୟତରେ ପ୍ରଚାର ଶେଷ - ଗୋପାଳପୁରରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି
🎬 Watch Now: Feature Video
ଗଞ୍ଜାମ: ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଶେଷ ଦିନର ପ୍ରଚାର ରହିଥିଲା ବେଶ ଆକର୍ଷଣୀୟ । ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଓ ପ୍ରାର୍ଥନୀମାନେ ବିଜୟୀ ହେବାକୁ ଜୋରସୋରରେ ପ୍ରଚାର କରିଛନ୍ତି । ଛତ୍ରପୁର ବ୍ଳକର ପୋଟ୍ଟଲାମପୁର ପଞ୍ଚାୟତରେ ଶେଷ ଦିନର ପ୍ରଚାର ବେଶ ସରଗରମ ରହିଥିଲା । ଏହି ଅବସରରେ କଣମଣା ପଞ୍ଚାୟତରେ ପ୍ରାର୍ଥୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:17 PM IST