ଝୁମିଲା ବଜାର, 33 ହଜାର ଡେଇଁଲା ସେନସେକ୍ସ - ମାର୍କେଟ ଅପଡେଟ

🎬 Watch Now: Feature Video

thumbnail

By

Published : Jun 26, 2020, 7:37 PM IST

ନୂଆଦିଲ୍ଲୀ: ଶୁକ୍ରବାର ସେୟାର ବଜାରରେ ଖୁସିର ଲହରୀ । ମଜବୁତ ସହ ବନ୍ଦ ହୋଇଛି କାରବାର । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 329.17 ପଏଣ୍ଚ ବଢି 35171.27 ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 94.10 ପଏଣ୍ଟ ଉଛୁଳି 10,383 ରହିଛି । ସେହିପରି ଲଗାତାର 20 ଦିନ ଧରି ଡିଜେଲ ଦାମରେ ବୃଦ୍ଧି ଜାରି ରହିଛି । ପେଟ୍ରୋଲ ଦାମ ମଧ୍ୟ ଗୋଟିଏ ଦିନର ବ୍ରେକ ପରେ ପୁଣି ଲଗାତାର ଦ୍ବିତୀୟ ଦିନ ବଢିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.