thumbnail

By

Published : Jan 30, 2020, 6:58 PM IST

ETV Bharat / Videos

ବଜେଟ 2020: କ’ଣ ଚାହୁଁଛି ଅଟୋମୋବାଇଲ ସେକ୍ଟର, ଶୁଣନ୍ତୁ

ନୂଆଦିଲ୍ଲୀ: ଘୋର ସଙ୍କଟ ଦେଇ ଗତି କରୁଛି ଅଟୋସେକ୍ଟର । 2019ରେ ଏହି ସେକ୍ଟର 2 ଦଶକର ରେକର୍ଡ ଭାଙ୍ଗି ସବୁଠୁ ଖରାପ ପ୍ରଦର୍ଶନ କରିଛି । ବିନିର୍ମାଣ କ୍ଷେତ୍ରରେ 50 ପ୍ରତିଶତ ଯୋଗଦାନ ରଖିଥାଏ ଏହି ସେକ୍ଟର । ହେଲେ ଆଜି ମାନ୍ଦାବସ୍ଥା ଯୋଗୁଁ ଅନେକ ଶୋରୁମରେ ତାଲା ପଡିବା ସହ ପ୍ଲାଣ୍ଟ ବି ବନ୍ଦ ହୋଇଯାଇଛି । ସେପଟେ ପୁଣି ପ୍ରଫିଟ ନଥିବାରୁ କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରୁଛି । ଫଳରେ ରୋଜଗାର ହରାଇ କର୍ମଚାରୀମାନେ ହତୋତ୍ସାହିତ ହୋଇପଡିଛନ୍ତି । ଅଟୋ ଉଦ୍ୟୋଗ ସହ ଜଡିତ ଲୋକଙ୍କ କହିବା ଅନୁଯାୟୀ, ଧୀମା ଅର୍ଥବ୍ୟବସ୍ଥାରେ ଦୁର୍ବଳ ଗ୍ରାମୀଣ ଚାହିଦା କାରଣରୁ ଗାଡି ବିକ୍ରି ସଂଖ୍ୟା ଭାରୀ ମାତ୍ରାରେ ହ୍ରାସ ପାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.