Last Day of Campaigning: ୪୫ ନଂ ଜୋନରେ ବିଜେପି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର
🎬 Watch Now: Feature Video
ବ୍ରହ୍ମପୁର: ରାଜ୍ୟର ଚଳିତ ବର୍ଷ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଶେଷ ପର୍ଯ୍ୟାୟର ମତଦାନ ପାଇଁ ଆଜି ଶେଷ ଦିନର ପ୍ରଚାର । ଏହି ଅବସରରେ ଜିଲ୍ଲାର ୪୫ ନଂ ଜିଲ୍ଲା ପରିଷଦ ଜୋନ ପାଇଁ ବିଜେପି ଦଳୀୟ ପ୍ରାର୍ଥୀ ପ୍ରଦୀପ କୁମାର ଘୋଷଙ୍କ ଚାଲିଛି ଜୋରଦାର ପ୍ରଚାର । ୪୫ ନଂ ଜୋନ ପାଇଁ ଦଳର ଘୁମୁସର ଜିଲ୍ଲାର ଦଳୀୟ କର୍ମକର୍ତ୍ତା ମାନେ ପ୍ରଚାର କରୁଥିବା ବେଳେ ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୋଟର ସାଇକେଲ ଶୋଭାଯାତ୍ରା ସହିତ ରୋଡ଼-ସୋ ଦେଖିବାକୁ ମିଳିଥିଲା । ଏହି ଅବସରରେ ବିଜେପି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ସମୟରେ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:17 PM IST