ପୌର ଫାଇଟ: ଶଙ୍ଖ ବଜାଇ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥନୀ - ବ୍ରହ୍ମପୁରରେ ବିଜେଡିର ଜୋରଦାର ପ୍ରଚାର

🎬 Watch Now: Feature Video

thumbnail

By

Published : Mar 22, 2022, 5:18 PM IST

Updated : Feb 3, 2023, 8:20 PM IST

ବ୍ରହ୍ମପୁର: ପୌର ନିର୍ବାଚନ ପ୍ରଚାର ପାଇଁ ଆଜି ଶେଷ ଦିନ । ଶେଷଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶାସକ ଦଳ ପୌରାଧ୍ୟକ୍ଷ ଓ କର୍ପୋରେଟର ପ୍ରାର୍ଥୀ ଶଙ୍ଖ ବଜାଇ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ବ୍ରହ୍ମପୁର ମହାନଗର ନିଗମର ୧୪ ନମ୍ବର ୱାର୍ଡରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ବିଜେଡିର କର୍ପୋରେଟର ପ୍ରାର୍ଥୀନୀ ଗୀତାରାଣୀ ପଣ୍ଡା । ୱାର୍ଡରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପ୍ରତିଶ୍ରୁତି ଦେଇ ପ୍ରଚାର କରୁଛନ୍ତି ବିଜୁ ଜନତା ଦଳର ପ୍ରାର୍ଥିନୀ । ଶେଷ ପର୍ଯ୍ୟାୟରେ ନିଜର ସମର୍ଥକଙ୍କ ସହିତ ସାହିରୁ ସାହିକୁ ବୁଲି ପ୍ରଚାର କରୁଛନ୍ତି । ଏନେଇ ପାର୍ଥିନୀ ଓ ସମର୍ଥକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.