ପ୍ରବଳ ଥଣ୍ଡା ହେତୁ ବରଫ ପାଲଟିଲା ଜଳପ୍ରପାତ, ନଜର ପକାନ୍ତୁ ଏ ସୁନ୍ଦର ଦୃଶ୍ୟ - ଉତ୍ତରାଖଣ୍ଡରେ ପ୍ରବଳ ଥଣ୍ଡା
🎬 Watch Now: Feature Video

ଡେରାଡୁନ: ଉତ୍ତରାଖଣ୍ଡରେ ୨ଦିନ ହେଲା ପ୍ରବଳ ଥଣ୍ଡା (Weather in Uttarakhand) ଅନୁଭୂତ ହୋଇଛି । ଫଳରେ ପାର୍ବତ୍ୟ ଅଞ୍ଚଳରେ ଥଣ୍ଡା ହେତୁ ଜଳ ବରଫରେ ପରିଣତ ହୋଇଛି । ଚାମୋଲିରେ ପ୍ରବଳ ଥଣ୍ଡା ହେତୁ ନୀତି ମାଲାରି ଉପତ୍ୟକା (Chamoli Niti Malari Valley)ର ଜଳପ୍ରପାତ ଓ ଡ୍ରେନ୍ ସବୁ ବରଫରେ ପରିଣତ ହୋଇଛି । ଏହା ସହିତ ଜଳ ପୋଖରୀଗୁଡ଼ିକରେ ଥଣ୍ଡା ହେତୁ ପୋଖରୀଗୁଡ଼ିକ ମଧ୍ୟ ଫ୍ରିଜ୍ ହୋଇଯାଏ ।